ଘର ପାରିପାର୍ଶ୍ବିକ ପରିବେଶରେ ଦେଖା ଯାଉଥିବା ପକ୍ଷୀଗୁଡିକଙ୍କର ଏକ ଫୋଟୋ ସଂକଳନ। ପକ୍ଷୀ ନାଁ ଚିହ୍ନଟରେ ତ୍ରୁଟି ଥିଲେ ସଂଶୋଧନ କରିବା ପାଇଁ ଅନୁରୋଧ।
1. ବାରମାସି (ମଶାଖିଆ ବୋଲି କେତେକ ମଧ୍ୟ କୁହନ୍ତି)। ଦୃଷ୍ଟିଗୋଚର ହେଉଥିବା ପକ୍ଷୀ ଭିତରେ କ୍ଷୁଦ୍ର। https://twitter.com/tutskd/status/1287633333472522240
2. କୁଣ୍ଡାଖିଆ *Babbler*
ଗୋଷ୍ଠୀରେ ବୁଲନ୍ତି। ସ୍ଥଳବିଶେଷରେ ଘରେ ବି ବସା ବାନ୍ଧନ୍ତି
3. ଖଇରମୁଣ୍ଡି * White-headed Barbet
କୋଳି, ପାଚିଲା ଅମୃତଭଣ୍ଡା ଆଦି ଫଳ ଅତି ପ୍ରିୟ।
4. Coppersmith Barbet
5. ବୁଲବୁଲ *Bulbul
କାକଳି ଅତ୍ୟନ୍ତ ଶୃତି ମଧୁର।
6. ଗୋବରା *Red whiskered bulbul
ଶ୍ରୁତି ମଧୁର କାକଳି। ପ୍ରାୟ ଯୋଡି ଯୋଡି ହୋଇ ବୁଲନ୍ତି।
7. ଗୋବରା (!) Red vented bulbul
8. ହଳଦୀବସନ୍ତ *Black-headed Oriole
* ଫୋଟୋରେ ଥିବା ଚଢେଇଟି ଗତ ଫଣି ବାତ୍ୟାରେ ନିଧନ ହୋଇ ଯାଇଛି 😣
9. ହଳଦୀବସନ୍ତ *Golden Oriole
10. କପୋତ *Dove
"ଶିମୂଳି ଶାଖାରେ ବାହୁନେ କପୋତି
ଉଠ ପୁତ ଉଠ
ଉଠ ପୂରିଲାଣି ମାଣ"
#ଗ୍ରାମପଥ
You can follow @de_moaned.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.